ବାସୁଦେବପୁର/ପ୍ରତାପ ପାଢ଼ୀ - ବାସୁଦେବପୁର ରେ ଧୀରେ ଧୀରେ ବଢ଼ି ଚାଲିଛି ବାଣୀ କଲ୍ୟାଣ ଙ୍କ ଦବ ଦବା। ବିଭିନ୍ନ ପଞ୍ଚାୟତ ର ଜନ ସାଧାରଣ ବାଣୀଙ୍କ ହାତ ସହ ହାତ ମିଳାଇ ବାସୁଦେବପୁର ରେ ଏକ ପରିବର୍ତ୍ତନପାଇଁ ଅଣ୍ଟା ଭିଡୁଛନ୍ତି।
ଏହି କ୍ରମ ରେ ବାଣୀଙ୍କ ହାତକୁ ମଜବୁତ କରିବା ପାଇଁ କରଞ୍ଜଆଡିଆ ଗ୍ରାମ ପଂଚାୟତ ରେ 7 ନମ୍ବର ୱାର୍ଡ ରେ ଶତାଧିକ ଲୋକ ବିଧିବଦ୍ଧ ଭାବେ ତାଙ୍କ ପ୍ରତି ସମର୍ଥନ ଜାହିର କରିଛନ୍ତି | ନିର୍ବାଚନମଣ୍ଡଳୀରେ ପରିବର୍ତ୍ତନ ପାଇଁ ଏକ ବାତାବରଣ ସୃଷ୍ଟି ହୋଇଥିବା ବେଳେ ବଣିକଲ୍ୟାଣଙ୍କ ପ୍ରତି ଲୋକଙ୍କ ଅଭୂତପୂର୍ବ ସମର୍ଥନ ପରିଲକ୍ଷିତ ହେଉଛି |












