ନରସିଂ ବାଘ /ରାଇଘର ବ୍ଲକ ନବରଙ୍ଗପୁର :ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର କୁରାବେଡା ପଂଚାୟତ ର ସାପ୍ତାହିକ ହାଟ ରେ ଜମୁଛି ଜୁଆ ଖେଳ ଫଳରେ ସ୍ଥାନୀୟ ଗ୍ରାମବାସୀ ସର୍ବହରା ହେବା ସହ ମହିଳାଙ୍କ ମଧ୍ୟରେ ଅସନ୍ତସ ବାତାବରଣ ସୃଷ୍ଟି ହେବାର ଲାଗିଛି ସର୍ବଶେଷ ଖବରରୁ ପ୍ରକାଶ ଯେ ରାଇଘର ବ୍ଲକକୁରାବେଡା ପଞ୍ଚାୟତରେ ହାଟ ବଜାରରେ ଜୁଆ ଖୁଡୁଖୁଡି ଖେଳ ଚାଲିଥିବା ବେଳେ ଅଞ୍ଚଳ ବାସି ଉକ୍ତ ଖେଳ ଦ୍ଵାରା ସର୍ବହରା ହେଇଛନ୍ତି ପରବର୍ତ୍ତୀ ସମୟରେ ବର୍ତ୍ତମାନଏହି ହାଟ ବଜାରରେ ଜୁଆ ଖେଳ ଖୁଲମଖୁଲା ଚାଲିଛି ପୋଲସି ସେଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ରହିଛି ଅନ୍ୟପଟେ ପୋଲିସ ଭୟରେ ଜୁଆ ଦଲାଲ ଖେଳ ବନ୍ଦ କରିବା ବଦଳରେ ଖୁଲମଖୁଲା ଚଳାଉଛନ୍ତି ଗ୍ରାମାଞ୍ଚଳ ରେ ଜୁଆ ଖୁଡଖୁଡି ଖେଳ ପୋଲିସ ଭୟରେ ଅଳ୍ପ ଦୂରରେ ଜଙ୍ଗଲ ମଧ୍ୟରେ ଖେଳ ଆୟଜନ ହେଉଛି ଉକ୍ତ ଖେଳ କୁରାବେଡା ପଂଚାୟତ ର ଲୋକଙ୍କୁ ସର୍ବହରା କରୁଥିବାବେଳେ ଏଥିପ୍ରତି ପୋଲିସ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକତା ରହିଛି ଜୁଆ ଖେଳରେ ଆୟଜନ କରୁଥିବାବେଳେ ମହିଳାଙ୍କ ମଧ୍ୟରେ ଅସନ୍ତସ ବାତାବରଣ ସୃଷ୍ଟି ହେଉଛି ସପ୍ତାହିକ ହାଟ ରେ ଅଞ୍ଚଳ ବାସୀମାନେ କାଇବା ସାମଗିରି କିଣିବାକୁ ଯାଇ ଜୁଆ ଖେଳରେ ସାଧରଣ ଲୋକ ଶୋଷଣ କରୁଥିବା ଜଣା ପଡ଼ିଛି ପୋଲିସ ପ୍ରଶାସନ ଏଥିପ୍ରତି ଧେୟନ ଦେଲେ ସାଧାରଣ ଲୋକ ବଞ୍ଚିତ ହେବେ l
ରାଜ୍ୟ
ସାପ୍ତାହିକ ହାଟରେ ଜମୁଛି ଜୁଆଖେଳ, ନିରୀହ ଆଦିବାସୀ ଶିକାର........!!
- Hits: 910











