ହେଡଲାଇନସ୍:

ଆସନ୍ତା କାଲି ବନ୍ଦେ ଭାରତ ବାତିଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଆସନ୍ତା କାଲି ମେ ୨୨ରେ ହାୱଡା -ପୁରୀ-ହାୱଡା (22895/22896 ) ବନ୍ଦେ ଭାରତ ଟ୍ରେନ ବାତିଲ କରିଛନ୍ତି ରେଳବାଇ କର୍ତୃପକ୍ଷ | ଦୁର୍ଘଟଣା କାରଣରୁ ସଂଯୋଗ କରି ବନ୍ଦେ ଭାରତ ଟ୍ରେନ ବିଳମ୍ବରେ ପହଂଚିବାକୁ ଥିବାରୁ ସମୟ ଆଡ଼ଜଷ୍ଟ କରିବା ପାଇଁ ରେଳବାଇ ଏପରି ନିଷ୍ପତ୍ତି ନିଆଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି |

0
0
0
s2sdefault