ଭୁବନେଶ୍ୱର : ଝାରସୁଗୁଡା ଉପନିର୍ବାଚନ ପାଇଁ ନିଯୁକ୍ତ ହେଲେ ଵିକେଡ଼ିର ତିନି ପର୍ଯ୍ୟବେକ୍ଷକ | ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ଜିଲ୍ଲା ପର୍ଯ୍ୟବେକ୍ଷକ ଥିବା ସାରଦା ପ୍ରସାଦ ନାୟକଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି ବୋଲି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି |
ରାଜ୍ୟ
ଝାରସୁଗୁଡା ଉପନିର୍ବାଚନ ପାଇଁ ଵିକେଡ଼ିର ତିନି ପର୍ଯ୍ୟବେକ୍ଷକ
- Hits: 440











