ଭଦ୍ରକରୁ ସତ୍ୟ ସ୍ୱାମୀ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରେ ଜଙ୍ଗଲ ରାଜ ଚାଲିଛି ବୋଲି ଅଭିଯୋଗ କରିଛି ବିଜେପି | ଏହାସହିତ ବନ୍ତ ବିଡ଼ିଓଙ୍କ ଦାଦାଗିରି ପରିପ୍ରେକ୍ଷୀରେ ତାଙ୍କୁ ନିଲମ୍ବିତ କରିବା ସହ ଅଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛି ଭଦ୍ରକ ବିଜେପି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ l
ରାଜ୍ୟ
ବନ୍ତ ବିଡ଼ିଓଙ୍କ ଦାଦାଗିରି ଅଭିଯୋଗ , ନିଲମ୍ବନ ଦାବି କଲା ବିଜେପି
- Hits: 84