- ଅତୁଳନୀୟ ଚମକ ଓ ଆକର୍ଷଣୀୟ ଡାଏମଣ୍ଡର ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ
ଭୁବନେଶ୍ୱର: ରିଲାଏନ୍ସ ଜୁଏଲ୍ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ନେଇ ଆସିଛି “ରିଲାଏନ୍ସ ଜୁଏଲ୍ସ ଡ୍ରିମ୍ ଡାଏମଣ୍ଡ ସେଲ୍” । ରିଲାଏନ୍ସ ଜୁଏଲ୍ସ ଏହାର ଗ୍ରାହକମାନେଙ୍କୁ ସର୍ବୋତ୍କୃଷ୍ଟ ସପିଂ ଅନୁଭବ ପ୍ରଦାନ କରିଥାଏ । କାରଣ ଏଥିରେ ରହିଛି ଆକର୍ଷଣୀୟ ଡିଜାଇନ୍, ୟୁନିକ୍ କଲେକ୍ସନ ଓ ଆହୁରି ଅନେକ ଆକର୍ଷଣୀୟ ଅଫର । ଏହି ଡ୍ରିମ ଡାଏମଣ୍ଡ ସେଲ୍ ସହିତ ବ୍ରାଣ୍ଡ ଏହାର ପୃଷ୍ଠପୋଷକମାନଙ୍କୁ ବ୍ୟାପକ ଶ୍ରେଣୀୟ ଡାଏମଣ୍ଡ ଜୁଏଲାରୀ ପ୍ରଦନ କରିବା ସହିତ ଆକର୍ଷଣୀୟ କାରିଗରିର ସୁଯୋଗ ପ୍ରଦାନ କରୁଛି । ଏଥିରେ ରହିଛି ଆକର୍ଷଣୀୟ ଡାଏମଣ୍ଡ ଓ ଡିଜାଇନ୍ ଯାହାକି ଅତ୍ୟନ୍ତ ଉତ୍କୃଷ୍ଟ ଭାବରେ ହାତରେ ପ୍ରସ୍ତୁତ କରାଯାଇଛି, ଏହି ଡାଏମଣ୍ଡ କଲେକସନ ନେକଲେସ୍ ସେଟ୍, ପେଣ୍ଡାଂଟ ସେଟ୍, ଚୁଡ଼ି, ବ୍ରେସଲେଟ୍, ରିଙ୍ଗ ଓ ଆହୁରି ଅନେକର ଆକର୍ଷଣୀୟ ଡିଜାଇନ୍ ପ୍ରସ୍ତୁତ କରିଥାଏ ଯାହା ଆପଣଙ୍କର ସ୍ୱତନ୍ତ୍ର ଅବସରକୁ ଆହୁରି ସ୍ମରଣୀୟ କରିଥାଏ । ଗ୍ରାହକମାନେ ଏହି ଡାଏମଣ୍ଡ ଜୁଏଲାରୀ କଲେକ୍ସନର ଅତୁଳୀନୟ ସମ୍ଭାରକୁ ଡ୍ରିମ୍ ଡାଏମଣ୍ଡ ସେଲ୍ ସମୟରେ କିଣାକିଣି କରି ସର୍ବାଧିକ ସଂଚୟ କରିପାରିବେ କାରଣ ଏଥିରେ ରହିଛି ଡାଏମଣ୍ଡ ମୂଲ୍ୟର ୨୫% ପର୍ଯ୍ୟନ୍ତ ଆକର୍ଷଣୀୟ ରିହାତି । ଏହି ଅଫର ୧୪ ଫେବୃୟାରୀ ୨୦୨୩ ପର୍ଯ୍ୟନ୍ତ ବୈଧ ରହିଛି, ସର୍ତ ଓ ବ୍ୟବସ୍ଥାବଳୀ ଲାଗୁ ହେବ । ଏହା ସହିତ ଏଥିରେ ରହିଛି ସମସାମୟିକ ଡିଜାଇନ ଠାରୁ ଆରମ୍ଭ କରି ଟାଇମଲେସ୍ କ୍ଲାସିକ୍ସ, ଏହି କଲେକ୍ସନରେ ସଭିଙ୍କ ପାଇଁ କିଛି ନା କିଛି ରହିଛି । ପ୍ରତି ଡାଏମଣ୍ଡ ପିସକୁ ଅତ୍ୟନ୍ତ ଯତ୍ନର ସହିତ ପ୍ରସ୍ତୁତ କରାଯାଇଛି ଯାହାକି ଏହାକୁ ସମସ୍ତ ଅବସର ପାଇଁ ସ୍ୱତନ୍ତ୍ର କରିଥାଏ ।
ଏହି ଡାଏମଣ୍ଡ ଜୁଏଲାରୀରେ ରହିଛି ଅନେକ କଟ୍, ସାଇଜ୍ ଓ ଷ୍ଟାଇଲ୍ ଯେଉଁଥିରୁ ଗ୍ରାହକମାନେ ସେମାନଙ୍କର ପସନ୍ଦର ଗହଣାକୁ ବାଛି ପାରିବେ । ଆପଣ ଆପଣଙ୍କର ବଜେଟ୍ ଅନୁସାରେ ସର୍ବୋତ୍କୃଷ୍ଟ ଡାଏମଣ୍ଡକୁ ବାଛିପାରିବେ । ରିଲାଏନଓ ଜୁଏଲ୍ସରେ ରହିଛି ଟାଇମଲେସ୍ ଡାଏମଣ୍ଡ ଜୁଏଲାରୀର ଏକ ବ୍ୟାପକ ସମ୍ଭାର ଯାହାକି ୟେଲୋ ଗୋଲ୍ଡ, ହ୍ୱାଇଟ୍ ଗୋଲ୍ଡ ଓ ରୋଜ୍ ଗୋଲ୍ଡ କୁ ଡାଏମଣ୍ଡରେ ଖଚିତ କରି ପ୍ରସ୍ତୁତ କରାଯାଇଛି । ଏହି ଆକର୍ଷଣୀୟ କଳାକୃତି ଯଥା ମିନାକାରି, କଲର ଷ୍ଟୋନ୍ ଓ ପର୍ଲସ ସହିତ ଯାହାକି ଡାଏମଣ୍ଡକୁ ଆହୁରି ଅଧିକ ସୁନ୍ଦର କରିଥାଏ । ଏହା ସହିତ ଏଥିରେ ରହିଛି ବ୍ୟାପକ ଶ୍ରେଣୀୟ ସୁନ୍ଦର ଡିଜାଇନ୍ ଯାହାକୁ ଆପଣ ସାରା ଭାରତରେ ଥିବା ରିଲାଏନଓ ଜୁଏଲ୍ସରୁ ପାଇପାରିବେ । ଏହାକୁ ସ୍ୱତନ୍ତ୍ର ଭାବରେ ମହିଳାଙ୍କର ୟୁନିକ୍ ଷ୍ଟାଇଲକୁ ଉପସ୍ଥାପିତ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଏନଗେଜମେଂଟ ରିଙ୍ଗ ହେଉ ବା ଆପଣଙ୍କର ଦୈନନ୍ଦିନର ଲୁକକୁ ବହୁଗୁଣିତ କରିବା ପାଇଁ ଗହଣା ହେଉ, ରିଲାଏନ୍ସ ଜୁଏଲ୍ସରେ ଅନେକ ଗୁଡ଼ିଏ ବ୍ୟାପକ ବିକଳ୍ପ ରହିଛି ଯେଉଁଥିରୁ ଆପଣ ନିଜର ପସନ୍ଦର ଗହଣାକୁ ବାଛିପାରିବେ । ଏହାର ସମସ୍ତ ଡାଏମଣ୍ଡ ଜୁଏଲାରୀ ହେଉଛି ଆଇଜିଆଇ ଓ ଆନ୍ତର୍ଜାତିକ ଭାବରେ ପ୍ରମାଣିତ ଯାହାକି ଉପଯୁକ୍ତ ମୂଲ୍ୟରେ ଆକର୍ଷଣୀୟ ଡିଜାଇନ୍ ପ୍ରଦାନ କରିଥାଏ ଯାହାକୁ ସମସ୍ତ ଗ୍ରାହକମାନେ ପସନ୍ଦ କରିଥାନ୍ତି ।ରିଲାଏନ୍ସ ଜୁଏଲ୍ସ ଡାଏମଣ୍ଡ ଜୁଏଲାରୀ କଲେକ୍ସନ ହେଉଛି ଆପଣଙ୍କର ପ୍ରିୟଜନଙ୍କ ପାଇଁ ତଥା ସମସ୍ତ ସ୍ୱତନ୍ତ୍ର ଅବସର ପାଇଁ ଉପହାର ନିମନ୍ତେ ସର୍ବୋତ୍କୃଷ୍ଟ ପସନ୍ଦ । ଏହା ବିବାହ ହେଉ ବା ଆନିଭର୍ସାରି, ଜନ୍ମଦିନ ବା ଭାଲେନ୍ଟାଇନ୍ ଡେ, ଏହି ସ୍ପାର୍କଲିଂ ଡିଜାଇନ୍ ଓ ଉତ୍କୃଷ୍ଟ କଳାକୃତି ଏହାକୁ ସମସ୍ତ ଅବସର ପାଇଁ ସର୍ବୋତ୍କୃଷ୍ଟ ପସନ୍ଦ କରିଥାଏ । କ୍ଲାସିକ୍ ଡାଏମଣ୍ଡ ରିଙ୍ଗ ଠାରୁ ଆରମ୍ଭ କରି ଆକର୍ଷଣୀୟ ଡାଏମଣ୍ଡ ନେକଲେସ୍ ପର୍ଯ୍ୟନ୍ତ ତଥା ମ୍ୟାଜିକାଳ୍ ପେଣ୍ଡାଂଟ, ପ୍ରତି ଜୁଏଲାରୀ ପିସ୍ ହେଉଛି ସ୍ୱତନ୍ତ୍ର ଓ ଏହାକୁ ଆପଣ ସର୍ବଦା ପସନ୍ଦ କରିବେ । ଏହାର ବ୍ୟାପକ ଶ୍ରେଣୀୟ ଡିଜାଇନ୍ ଓ ଷ୍ଟାଇଲ ଉପଲବ୍ଧ ରହିଛି । ଏଠାରେ ଆପଣ ସଭିଙ୍କ ପାଇଁ ବିଭିନ୍ନ ମୂଲ୍ୟରେ କିଛି ନା କିଛି ନିଶ୍ଚିତ ଭାବରେ ପାଇପାରିବେ ।
ଏହି ନୂତନ କଲେକ୍ସନ ସମ୍ପର୍କରେ ସୂଚନା ପ୍ରଦାନ କରି, ସୁନିଲ୍ ନାୟକ, ସିଇଓ, ରିଲାଏନ୍ସ ଜୁଏଲ୍ସ କହିଛନ୍ତି ଯେ, “ଆମର ଡାଏମଣ୍ଡ ଜୁଏଲାରୀ କଲେକ୍ସନ ହେଉଛି ଏକ ସ୍ୱତନ୍ତ୍ର କଳାକୃତିର ଡିଜାଇନ୍ । ଏହି ଜୁଏଲାରୀ ପିସ୍ ଗୁଡ଼ିକୁ ବହୁତ ଯତ୍ନର ସହିତ ପ୍ରସ୍ତୁତ କରାଯାଇଥାଏ ଯଦ୍ୱାରା ପ୍ରତ୍ୟେକ ପିସ୍ ଯେପରି ଏକ ଟାଇମଲେସ୍ ମାଷ୍ଟରପିସ୍ ହେବ ତାହାକୁ ସୁନିଶ୍ଚିତ କରାଯାଇପାରିବ । ଏହା ସୌନ୍ଦର୍ଯ୍ୟ, ଲକ୍ଜୁରି ଓ ଚିରନ୍ତନ ପ୍ରେମର ଏକ ନିଦର୍ଶନ ଅଟେ । ଡାଏମଣ୍ଡ ଜୁଏଲାରୀ ହେଉଛି ସୌନ୍ଦର୍ଯ୍ୟ ଓ ଉତ୍କୃଷ୍ଟ କଳାକୃତିର ଏକ ଅତୁଳନୀୟ ସମାହାର । ରିଲାଏନ୍ସ ଜୁଏଲ୍ସର ଡାଏମଣ୍ଡ କଲେକ୍ସନ ସହିତ, ଆମେ ଆମର ଗ୍ରାହକମାନଙ୍କୁ ଆକର୍ଷଣୀୟ ଡିଜାଇନ୍ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଥାଉ ଯାହାକୁ ଆପଣ ସାରା ଜୀବନ ନିଜ ପାଖରେ ରଖିପାରିବେ ।”