ହେଡଲାଇନସ୍:

ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କାମାକ୍ଷାନଗର/ରିତେଶ ବ୍ରହ୍ମା: କାମାକ୍ଷାନଗର ବ୍ଲକ କାଦୁଆ ପଂଚାୟତ ର ମର୍କଟା ଗ୍ରାମ ର ସଂଜୀବୀ ପ୍ରଧାନ ନାମକ ଜଣେ ଯୁବକ ବୟସ 18ଘରୁ ଆସୁଥିବା ବେଳେ ରେକୁଳା ରେଲୁୟେ କ୍ରସିଂଙ୍ଗି ପାଖରେ ଏକ ବିପରୀତ ଦିଗ ରୁ ଅଜଣା ଗାଡି ଧକା ଦେଇଥିଲା ଫଳ ରେ ତାଙ୍କ ବେକ ଓ ଆଖି ରେ ଗଭୀର ଆଘାତ ଲାଗିଥିଲା ସ୍ଥାନୀୟ ଲୋକ ମାନଙ୍କ ସହାୟତ ରେ କାମାକ୍ଷାନଗର ମେଡିକାଲ ରେ ଭର୍ତି କରଯାଇଥିଲା ତାଙ୍କ ର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ଢେଙ୍କାନାଳ ମେଡିକାଲ କୁ ସ୍ଥାନାନ୍ତର କରିଥିଲେ,

0
0
0
s2sdefault