୫ ଜାତୀୟ ମୁଖପାତ୍ରଙ୍କ ସହ ୧୬ ରାଜ୍ୟ ମୁଖପାତ୍ର ଓ ୯ ମେଡିଆ ପ୍ୟାନେଲିଷ୍ଟ
ଲେନିନ ମହାନ୍ତି ମେଡିଆ ସଂଯୋଜକ ଓ ମଧୁସ୍ମିତା ନାୟକ ସହ ସଂଯୋଜିକା ଭାବେ ନିଯୁକ୍ତ ହୋଇଥିବା ବେଳେ ତାଲିକାରେ ୫ ଜାତୀୟ ମୁଖପାତ୍ର, ୧୬ ରାଜ୍ୟ ମୁଖପାତ୍ର ଓ ୯ ମେଡିଆ ପ୍ୟାନେଲିଷ୍ଟ ନିଯୁକ୍ତ ହୋଇଛନ୍ତି | ଜାତୀୟ ମୁଖପାତ୍ର ଭାବେ ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ଅମର ପଟ୍ଟନାୟକ, ଶର୍ମିଷ୍ଠା ସେଠୀ, ଡକ୍ଟର ସସ୍ମିତ୍ ପାତ୍ର, ମାନସ ରଂଜନ ମଙ୍ଗରାଜଙ୍କୁ ନିକୁକ୍ତ କରାଯାଇଥିବା ବେଳେ ମୁଖପାତ୍ର ଭାବେ ଦେବୀ ପ୍ରସାଦ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ଚନ୍ଦ୍ରାଣୀ ମୁର୍ମୁ, ପ୍ରଦୀପ ମାଝୀ, ଅନୁଭବ ପଟ୍ଟନାୟକ, ଲେନିନ୍ ମହାନ୍ତି, ସୁଲତା ଦେଓ, ସଞ୍ଜୟ ବାବୁ, ଶ୍ରୀମୟୀ ମିଶ୍ର, ଚିନ୍ମୟ କୁମାର ସାହୁ, ହରିଶ ଚୌଧୁରୀ, ଗୌତମବୁଦ୍ଧ ଦାସ, ଅମିତ୍ ମଲ୍ଲିକ, ତୁମ୍ବନାଥ ପଣ୍ଡା, ଓମ୍ ପ୍ରକାଶ ସାହୁ, ପ୍ରିୟବ୍ରତ ମାଝୀଙ୍କୁ ନିଯୁକ୍ତି ମିଳିଛି |
ସେହିପରି ପ୍ୟାନେଲିଷ୍ଟ ଭାବେ ଇପସିତା ସାହୁ, ମଧୁସ୍ମିତା ନାୟକ, ସୋଫିଆ ଆଲାମ୍, ମହୀକ୍ଷିତା ମିଶ, ଲୋରା ମହାପାତ୍ର, ସ୍ୱାଗତିକା ମହାନ୍ତି, ମିହିର ରାୟ, ସ୍ୱଂୟ ପ୍ରକାଶ ମହାପାତ୍ର ଓ ଅପୂର୍ବା ଅପରୂପା ଅପରୂପାଙ୍କୁ ନିଯୁକ୍ତି ଦିଆଯାଇଛି |