ସୁନ୍ଦରଗଡ଼ /ରାଉରକେଲା (ବସନ୍ତ କୁମାର ଜେନା): ଦ ନିଲମ ଫାଉଂଡେସନ ସମସ୍ତ ବନ୍ଧୁଙ୍କ ସହିତ ମିଶି ଗରିବଙ୍କ ମଧ୍ୟରେ ଆଦିବାସୀ କ୍ଲବ ଗଙ୍ଗାଧର ପାଲି ଜେଲ୍ ରୋଡ ରାଉରକେଲା ଠାରେ ୩୦ ଜଣ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଆମର ନୀଲମ ଫାଉଣ୍ଡେସନ ର ଅଧ୍ୟକ୍ଷ -ଶ୍ରୀମତୀ ପ୍ରିତମା ଜି, ଓ ଉପାଧ୍ୟକ୍ଷ - ମିସ ଗ୍ରେସି ଡେଭିଡ ଓ ଯୁବ ସମାଜସେବୀ ଅଭିଷେକ ସିଂ,ଚନ୍ଦ୍ରମା ଦାସ,ବିଶ୍ବରଂଜନ ମହାରଣା, ବିଜୟ ସୁନ୍ଦରାୟ, ବିଶ୍ୱଜିତ ରାଉତ, ଏମ, ବି ଦୀପକ ,ଲକ୍ଷ୍ମୀ ଅବି,ଆନନ୍ଦ କର, ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଗଣ ଉପସ୍ଥିତ ଥିଲେ । ଆମର ପ୍ରୟାସ ରହିଛି କି ଅଧିକ ରୁ ଅଧିକ ଅସହାୟ ଲୋକଙ୍କର ସାହାଯ୍ୟ କରିବା ।
ରାଜ୍ୟ
ଦ ନିଲମ ଫାଉଂଡେସନ ତରଫରୁ ଗରିବ ଓ ଅସହାୟ ମାନଙ୍କୁ କମ୍ବଳ ବଣ୍ଟନ
- Hits: 384