ହେଡଲାଇନସ୍:

ଏସୟୁଯେ ନବରଙ୍ଗପୁର ଜିଲା ସଙ୍ଘ ପକ୍ଷରୁ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର,/ ଅଶୋକ ସାହୁ : ଏସୟୁଯେ ନବରଙ୍ଗପୁର ଜିଲା ସଙ୍ଘ ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସ ଠାରେ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଜିଲା ସଭାପତି ବିଭୁତି ପ୍ରସାଦ ପଣ୍ଡା ରାଜ୍ୟ ସଂଘଠନରେ ସମ୍ପାଦକ ପଦରେ ମନୋନୀତ ହେବା ପରେ ଜିଲା ସଭାପତି ଭାବେ ସଦାଶିବ ପ୍ରହରାଜଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଛି । ସାଧାରଣ ସମ୍ପାଦକ ଭାବେ ଅଶୋକ କୁମାର ସାହୁ, ଉପସଭାପତି ବର୍ଥ ହରିଜନ ଓ ଜଗନ୍ନାଥ ନାୟକ, ଯୁଗ୍ମ ସମ୍ପାଦକ ଆଦିତ୍ୟ ସାହୁ, ସମ୍ପାଦକ ଭାବେ ସମରେନ୍ଦ୍ର ପଟନାୟକ ଓ ଶେଖର ଖୁରା, କୋଷାଧ୍ୟକ୍ଷ ଭାବେ ଏଲ.ସନ୍ତୋଷ ରାଓ ଏବଂ ଆଇନ ପରାମର୍ଶ ଦାତା ଭାବେ ଜିଲା ଆଇନଜୀବୀ ସଙ୍ଘର ସାଧାରଣ ସମ୍ପାଦକ ବରିଷ୍ଠ ଆଇନଜୀବୀ ରାମ ପ୍ରସାଦ ପତ୍ରଙ୍କୁ ମନୋନୀତ କରାଯାଇଛି । ରାଜ୍ୟ ସମ୍ପାଦକ ବିଭୁତି ପ୍ରସାଦ ପଣ୍ଡା ଜିଲା ସଙ୍ଘର ଉପଦେଷ୍ଟା, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଭାବେ ସୁଶାନ୍ତ କୁମାର ସାହୁ ଓ ଅରୁଣ କୁମାର ପଟନାୟକଙ୍କୁ ଚୟନ କରାଯାଇଛି । ସେହିଭଳି ଜିଲା କାର୍ଯ୍ୟ କାରିଣୀ ସଭ୍ୟ ଭାବେ ପ୍ରତିପ କୁମାର ଦଶ, ଶ୍ରୀନିବାସ ଶତପଥୀ, ରବି ନାରାୟଣ ମହାନ୍ତି, ସୁବାସିନୀ ହରିଜନ ଓ ଲାଲୁ କର୍କରା ରହିଛନ୍ତି । ଏଥିସହିତ ଜିଲ୍ଲା ପ୍ରବକ୍ତା ଭାବରେ ସଞ୍ଜୀବ ପଣ୍ଡାଙ୍କୁ ମୋନାନିତ କରାଯାଇଛି।।

0
0
0
s2sdefault