ହେଡଲାଇନସ୍:

ଆଜି ପୁରୀ ଆକାଶରେ ସୂର୍ଯ୍ୟକିରଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ (ଅନିମେଶ ପଟ୍ଟନାୟକ ): ରବିବାର ନୁହେଁ ଆଜି ଶନିବାର ଦିନ ଅନୁଷ୍ଠିତ ହେଉଛି ଏୟାର ଶୋ । ପୂର୍ବରୁ ୧୮ ତାରିଖରେ ହେବ ବୋଲି ଘୋଷଣା କରାଯାଇଥିଲେ ବି ପାଣିପାଗକୁ ନଜରରେ ରଖି ରବିବାର ପରିବର୍ତ୍ତେ ଶନିବାର କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସକାଳ ୧୦. ୨୦ ରୁ ୧୧ଟା ଯାଏ ବାୟୁସେନାର ସୂର୍ଯ୍ୟକିରଣ ଟିମ ତାର ସମର କଳା ପ୍ରଦର୍ଶନ କରିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀବାସୀଙ୍କୁ ସକାଳ ୯ଟାରୁ ଦିଗବାରଣୀ ବିଚ୍, ବ୍ଲୁଫ୍ଲାଗ ବିଚ୍, ଓ ନୀଳାଦ୍ରି ବିଚ୍ ରେ ପହଞ୍ଚିବାକୁ ଅନୁରୋଧ କରାଯାଇଛି ।

0
0
0
s2sdefault