ହେଡଲାଇନସ୍:

ଶ୍ରୀବନ୍ତପୁର ମିଶନ ଶକ୍ତି ମା’ମାନଙ୍କ ଦ୍ୱାରା ଏକ ଉତ୍ପାଦନ କେନ୍ଦ୍ର ଶୁଭ ଉଦଘାଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ-ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅପଣ୍ଡରା ପଂଚାୟତ ଶ୍ରୀବନ୍ତ ପୁର ଗ୍ରାମର ମହିଳା ମା ମାନେ ଏକ ଉତ୍ପାଦନ କେନ୍ଦ୍ର ଉଦଘାଟନ ହୋଇଯାଇଛି l ଏଥିରେ ବ୍ଲକ ଅଧକ୍ଷ ପ୍ରକାଶ ପ୍ରଧାନ, ଜିଲ୍ଲା ପରିଷଦ ତଟିନା ସ୍ୱାଇଁ ଏବଂ ପଂଚାୟତ ର ଅନ୍ୟ ଅତିଥି ମାନେ ଯୋଗ ଦାନ କରିଥିଲେ, ଆଉ ଏଥି ମଧ୍ୟ୍ୟରେ ବ୍ଲକ ଅଧକ୍ଷ ପ୍ରକାଶ ପ୍ରଧାନ ମୁଖ୍ୟମନ୍ତ୍ରୀ ନଵୀଵ ପଟ୍ଟନାୟକ ସାରା ଓଡ଼ିଶାରେ ମା ମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ଓ ମା ମାନଙ୍କ ପ୍ରତି ସରକାର ଙ୍କ ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ l ଆଉ ଏହି ସରକାର କିପରି ମା କୁ ସମ୍ମାନ ଦେଉଛି ସେ ବିଷୟରେ ମଧ୍ୟ୍ୟ ସୂଚନା ଦେଇଥିଲେ ଆଉ ଏହି ମହିଳା ମା’ମାନେ କିପରି ଆଗକୁ ବଢ଼ି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିବେ ସେ ବିଷୟରେ ମଧ୍ୟ୍ୟ ଆଲୋଚନା କରିଥିଲେ l କିନ୍ତୁ ବଡ଼ ବିଡମ୍ବନା ଯେ ଏହି ପଂଚାୟତ ର ମହିଳା ସରପଞ୍ଚ ଶ୍ରୀମତୀ ଉର୍ମିଳା ସାହୁ ଙ୍କୁ ଏହି ସଭା କୁ ଡକା ଯାଇ ନ ଥିଲା କିନ୍ତୁ ଏହି ସଭା ଆୟୋଜିତ କରିଥିବା କର୍ମ କର୍ତ୍ତା ଙ୍କୁ ଯେତେବେଳେ ମିଡ଼ିଆ ବନ୍ଧୁ ମାନେ ପ୍ରଶ୍ନ କରିଥିଲେ ଯେ ଏହି ମା’ମାନଙ୍କ କାଯ୍ୟକ୍ରମ ରେ ଆପଣଙ୍କ ସରପଞ୍ଚ ଜଣେ ମହିଳା କିନ୍ତୁ ସେ କଣ ପାଇଁ ଆସି ନାହାନ୍ତି l ଆଉ ଏହି ମହିଳା ମା ମାନେ କହିଥିଲେ ଆମେ ମାନେ ଜଣାଇ ଥିଲୁ ସେ ବ୍ୟସ୍ତ ଭିତରେ ଆସି ପାରି ନ ଥିଲେ କିନ୍ତୁ ଆପଣ ମାନେ ଟିକେ ଦେଖନ୍ତୁ ଜଣେ ମହିଳା ସରପଞ୍ଚଙ୍କୁ ଡକା ନ ଯାଇ କିପରି ଆରମ୍ବ ରୁ ମିଛ ଗୁଡାକ ଚୋବାଇ ପକାଉଛନ୍ତି, ଏହି ମହିଳା ମା ମାନେ, ଆଉ ଏ ଏପଟେ ଖାଲି ବଡ଼ ବଡ଼ ଭାଷଣ ମାରୁଛନ୍ତି ମା କୁ ଆମ ସରକାର ସମ୍ମାନ ଦେଉଛନ୍ତି l ଏ ଖାଲି ଭାଷଣ ବାଜି ନୁହେଁ ତ ଆଉ କଣ? ଆଉ ଗୋଟେ କଥା ଟିକେ ଆପଣ ମାନେ ଦେଖନ୍ତୁ ଏହି ମିଶନ ଶକ୍ତି ସଭାରେ କି ଭାଷଣ ଦିଆ ଯାଉଛି l

0
0
0
s2sdefault