ଜଗତସିଂହପୁର /ସୁମନ୍ତ କୁମାର ଦାସ: ତିର୍ତ୍ତୋଲ କଂଗ୍ରେସ ପକ୍ଷରୁ କରାଯାଉଥିବା ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ର ଦ୍ବିତୀୟ ଦିନରେ କ୍ରୁଷ୍ଣାନନ୍ଦପୁର, ବିଷନପୁର, ଆମ୍ବେରୀ, ସାମନ୍ତରାପୁର ପଞ୍ଚାୟତ ର ବିଭିନ୍ନ ସ୍ଥାନରେ ବନ୍ଯା ଜଳରେ ପ୍ରଭାବିତ ହୋଇ ସ୍କୁଲ୍ ଘରେ ନଇ ବନ୍ଧ ରେ ଆଶ୍ରୟ ନେଉଥିବା ଲୋକ ମାନଙ୍କ ପାଖରେ କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକ, ଗୋବିନ୍ଦପୁର ସମିତିସଭ୍ୟ ଦେବପ୍ରସାଦ ନାୟକ ପହଞ୍ଚି ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହିତ ସେମାନଙ୍କ ସୁଖ ଦୁଃଖ ପଚାରି ବୁଝିଥିଲେ। ଅନ୍ଯ ମାନଙ୍କ ମଧ୍ଯ ରେ ମୂଳିସିଂ ସରପଂଚ ସଫି ଆଜମ୍, ମୂଳିସିଂ ସମିତିସଭ୍ୟ ରଞ୍ଜନ ସାହୁ, ଆମ୍ବେରୀ ସମିତିସଭ୍ୟ ଅରୁଣ କୁମାର ମଲ୍ଲିକ, ମହମ୍ମଦ ଇସମାଇଲି, ଛାତ୍ର କଂଗ୍ରେସ ସଭାପତି ପ୍ରତ୍ଯୁଷ ପରିଜା, ଅତାହର ଅଲ୍ଲୀ, ସରାମ ଉଦ୍ଦିନ୍, ରମେଶ ବେହେରା, ସୁନୀଲ ରାଣା, ସୌମ୍ଯଶ୍ରୀ ପଣ୍ଡା,
ସେକ୍ ମୁସ୍ତଫା ହୁସେନ୍, ସେକ୍ ମାଜିଦ୍ ଅଲ୍ଲୀ, ସେକ ବାବର ଅଲ୍ଲୀ, ସେକ୍ ମିରାଜ, ସେକ୍ ସୋଫିଆନ୍ , ସେକ୍ ରସିଦ୍,
, ରଞ୍ଜିତ କୁମାର ସାହୁ, ଦୀପ୍ତି ରଞ୍ଜନ ନାୟକ, ରଞ୍ଜିତ କୁମାର ମହାନ୍ତି, ଅଭୟ କୁମାର ଦାସ , ସୁଶାନ୍ତ କୁମାର ମହାପାତ୍ର, ଅଭୟ ଚନ୍ଦ୍ର ଭୂୟାଁ, ଜ୍ଞାନ ରଞ୍ଜନ ପ୍ରଧାନ, ଆକାଶ ମୁଦୁଲି , ଅମିତାବ ମହାନ୍ତି, ଦୀପକ କୁମାର ମହାନ୍ତି, ଜ୍ଯୋତି ରଞ୍ଜନ ମଲ୍ଲିକ, , ରାକେଶ ସ୍ବାଇଁ, ପ୍ରମୁଖ ଉପସ୍ଥିତ ରହିଥିଲେ।