ଠିକାଦାର-ଯନ୍ତ୍ରୀ ମଧୁଚନ୍ଦ୍ରିକା,  ଲୋକେ  ହନ୍ତସନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କନ୍ଧମାଳ/ଗଗନ କୁମାର ପ୍ରଧାନ : ଦ।ରିଗଂବ।ଡ଼଼ି ବଲକ ବ।ଇବ।ଲି  ଠ।ରୁ ଵ।ଡ।ପ।ଗଂ‍। ରାସ୍ତା  ତିଆରି  ଅଟକିଛି‍ | ଠିକ।ଦ।ର ଜଣକ ଅଞ୍ଚଳରଲୋକଙ୍କୁ  ଧମକ ଚମକ ଦେଇ  କ।ମ ମନ୍ଥର ଗତିରେ  କରୁଥିବ। ଅଭିଯୋଗ ହୋଇଛି | ଏହାକୁ ନେଇ ସ୍ଥାନୀୟ ଅଂଚଳର  ଜନସ।ଧ।ରଣ ବହୁ ଅସୁବିଧ। ଭୋଗୁଥିବା ଅଭିଯୋଗ କରିଛନ୍ତି | ଏହି କାମର ମନ୍ଥରତାକୁ ନେଇ ଵିଭଗୀୟ ଅଧିକାରୀ ବା ଯନ୍ତ୍ରୀଙ୍କ ଭିତରେ ବି ତତ୍ପରତା ନାହିଁ | ତେଣୁ ବିଭାଗୀତା ଯନ୍ତ୍ରୀ ଓ ଠିକାଦାର ମିଳି ଭଗତରେ କାମ ଚାଲିଥିବା ଯୋଗୁ ତୁ ଗୁହାରି କରିବୁ ଯାହାକୁ ମୁ ଘଇତା କରିଛି ତାହାକୁ ନୀତିରେ ଠିକାଦାର କାମ ଡେରି କରୁଛି ଓ ଲୋକମାନେ ହନ୍ତସନ୍ତ ହେଉଛନ୍ତି |

 

0
0
0
s2sdefault