ଆମକୁ ଲାଜ ଲାଗିବା କଥା , ଆମ ଘର ମୁରବୀଙ୍କ ପାଇଁ ବାହାର ଲୋକ ମାମଲତି କରୁଛନ୍ତି"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଭୁବନେଶ୍ୱର : " ଆମକୁ ଲାଜ ଲାଗିବା କଥା । ପ୍ରଭୁ ଜଗନ୍ନାଥ ଆମ ମୁରବୀ । ପୁରୀ ଆମ ସଂସ୍କୃତିର ପ୍ରାଣ କେନ୍ଦ୍ର | କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ପୁରୀ ସହରକୁ ଶ୍ରୀହୀନ କରିବା ପାଇଁ ଅପଚେଷ୍ଟା ଚଳାଇଛନ୍ତି | ଏହା ଏକ ଦକ୍ଷିଣୀ ଚାଲ | ୟା ଵିରୋଧରେ ଆମେ ସମସ୍ତେ ଆନ୍ଦୋଳନ କରିବା ଉଚିତ | ହେଲେ ଆମେ ସଚେତନ ନୁହଁ, ବାହାର ଲୋକ ଆସି ଶ୍ରୀମନ୍ଦିର ପାଇଁ ମାମ୍ଲତକାରୀ କରୁଛନ୍ତି | " ବୋଲି ଆଜି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଶରତ ରାଉତ ଅଭିଯୋଗ କରିଛନ୍ତି | ଶୁଣନ୍ତୁ ଏ ଭିଡିଓ , ସେ ଆଉ କି ଗୁରୁତର ଅଭିଯୋଗ ଆଣିଛନ୍ତି |

0
0
0
s2sdefault