ହେଡଲାଇନସ୍:

 ଡଭା ଗ୍ରାମରେ ଝୁଲଣ ଯାତ୍ରା ଅନୁଷ୍ଠିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

06-08--18--dola.jpg - 170.37 kB

ପଦ୍ମପୁର/ନୀଳ ଦୀପ -ବରଗଡ଼ ଜିଲ୍ଲା ,ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଗ୍ରାମରେ ରବିବାର ଦିନ ୨ ଦୀବସିୟ ଝୁଲଣ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜଗନ୍ନାଥ ମହାପ୍ରଭୁ ଙ୍କୁ ଅନ୍ୟଗ୍ରାମରୁ ଆଣି ସମସ୍ତ ଗ୍ରାମବାସୀ ବୃନ୍ଦ ଏକ ପାରମ୍ପରିକ ଓ ସାଂସ୍କୃତିକ ଚିରବିନୋଦ ପାଇଁ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ପାଳନ କରାଯାଏ।ଏଥିରେ ଆଖ ପାଖ ଗ୍ରାମ ଯଥା ରାଜେନ୍ଦ୍ରପୁର ,ପଲସଦା,ଭଣ୍ଡାରପୁରୀ,ଜାମପାଲି,ବଲାଙ୍ଗୀର , ନିତ୍ୟାନନ୍ଦପୁର, ଓ ରାମପୁର ଠାରୁ ଅନେକ ଶ୍ରଦ୍ଧାଳୁ ଆସିଥିଲେ । ଏଥିରେ ଘଣ୍ଟବାଦ୍ୟ ନୃତ୍ୟ ପରିବେଷଣ ମୁଖ୍ୟ ଆକର୍ଷଣ ଥିଲା । ଯେଉଁଥିରେ ବୁଧାପାଲି ର ୪୫ଜଣ କଳାକାର  ମାନେ ବାଦ୍ୟ ନୃତ୍ୟ ପରିବେଷଣ କରିଥିଲେ ।ଏଥିରେ ମୁଖ୍ୟ ସହଯୋଗୀ କାର୍ଯ୍ୟକର୍ତ୍ତା ରୂପେ ଧରମରାଜ ସାହୁ , ବିଜୟ କୁମାର ଡନସନା ,ଜୟନ୍ତ ଭୋଇ ,ବବଳୁ ,ମନ ରଞ୍ଜନ ସାହୁ ଓ ଜଗଦିଶ ସାହୁ ପ୍ରମୁକ ଭୂମିକା ଗ୍ରହଣ କରିଥିଲେ ।

 

0
0
0
s2sdefault