ହେଡଲାଇନସ୍:

5 ଟି ସଚିବ ଙ୍କୁ ଭେଟିଲେ ଜୁନାଗଡ ଏନ୍ ଏ ସି ଉପାଧ୍ୟକ୍ଷ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

:ଜୁନାଗଡ଼,/ଆଦିତ୍ୟ ମହାନ୍ତି ଜୁନାଗଡ ଏନ୍ଏସି ଉପାଧ୍ୟକ୍ଷl ହିମାଦ୍ରୀ ନାଏକ ସରକାରଙ୍କ 5 ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଙ୍କୁ ସୋଜନ୍ୟ ମୂଳକ ସାକ୍ଷାତ୍ କରିଛନ୍ତି l ଶ୍ରୀମତୀ ନାଏକ 5 ଟି ସଚିବ ଙ୍କୁ ଭୁବନେଶ୍ବର ସ୍ଥିତ କାର୍ଯ୍ୟାଳୟ ରେ ସାକ୍ଷାତ୍ କରି ଜୁନାଗଡ ଏନ୍ଏସି ର ବିକାଶ ମୂଳକ କାର୍ଯ୍ୟ ଯଥା ପାନୀୟଜଳ ,ସଫେଇ,ଡ୍ରେନ,ଟ୍ରାଫିକ, ଓ ବସ୍ତିଞ୍ଚଳର ସମସ୍ୟା ଉପରେ ସଚିବଙ୍କୁ ଅବଗତ କରି ଆଲୋଚନା କରିଥିଲେ lନିଶ୍ଚିତ ଭାବେ ଏହିସବୁ ସମସ୍ୟାର ସମାଧାନ କରି ଜୁନାଗଡ଼ କୁ ବିକାଶରେ ସରକାରଙ୍କ ସମ୍ପୂର୍ଣ ସହଯୋଗ ରହିବ ବୋଲି ସେ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।

0
0
0
s2sdefault