ହେଡଲାଇନସ୍:

ପାରମ୍ପରିକ ପାଲା ମାଧ୍ୟମରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ସ୍ୱଚ୍ଛତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ସାହୁପଡାସ୍ଥିତ ଗୋପାଳଜୀ ମନ୍ଦିର ଠାରେ ପାଳା ମାଧ୍ୟମରେ ସ୍ୱଚ୍ଛତା ଅଭିଯାନ ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା । ପାଲା ଗାୟକ ଓ ବାୟକ ମାନେ ଜନସାଧାରଣଙ୍କୁ ଗୀତ ବାଦ୍ୟ ମାଧ୍ୟମରେ ସ୍ବଛ୍ଛତା ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ହସପିଟାଲ ମ୍ୟାନେଜର ଦିବ୍ୟ ମେହେର, ମହିଳା ସ୍ବାସ୍ଥ୍ୟକର୍ମୀ ବିଶ୍ବଲୟା ସାହୁ, ମିନତୀ ସାହୁ, ଆକାଉଣ୍ଟଟେଣ୍ଟ ଲଲିତ ନାଥ , ଆଶାକର୍ମୀ ମଞ୍ଜୁ ଭୋଇ,ଗୀତାଞ୍ଜଳି ବନଛୋର, ରୀନା ଭୋଇ, କମଲା ସୁନା,ସୁରେଖା ନନ୍ଦିଘୋଷ, ଜ୍ୟୋତିମୟୀ ପାଣ୍ଡେ,ରୀନା ଭୋଇ, କିଶୋରୀ ବରିହା, ଲକ୍ଷ୍ମୀ ବାଗ,କଲ୍ୟାଣୀ ପଟେଲ, ସସ୍ମିତା ପାଣିଗ୍ରାହୀ, ଅଙ୍ଗନଓ୍ବାଡି କର୍ମୀ ଗୀତା ବହିଦାର,ମଞ୍ଜୁ ସାହୁ, ମାନସୀ ମେହେର, ଚନ୍ଦ୍ରିକା ନାଏକ ଓ ସମସ୍ତ ସ୍ବଛ୍ଛ ସାଥି ଉପସ୍ଥିତ ଥିଲେ ।

0
0
0
s2sdefault