ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାଳିଛନ୍ତି ପଖାଳ ଦିବସ | ଆଜି ମଧ୍ୟାହ୍ନ ଭୋଜନ ଖାଇଛନ୍ତି ପଖାଳ । କଦଳୀ ପତ୍ର ଉପରେ କଂସା ବାସନରେ ପରସା ଯାଇଥିବା ଆଇଟମ ଭିତରେ ଥିଲା ପଖାଳ ସାଙ୍ଗକୁ ଶାଗ ଭଜା, ଛୁଇଁ ଭଜା , କଲରା ଭଜା, ଆଳୁ ଭଜା, ବଡ଼ି ଚୂରା, ମାଛ ଭଜା, ଲେମ୍ବୁ ଓ କଞ୍ଚାଲଙ୍କା । "ପଖାଳ ମୋର ପସନ୍ଦ" ବୋଲି ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ରାଜ୍ୟ
ନବୀନ ପାଳିଲେ ପଖାଳ ଦିବସ : ଖାଇଲେ ପଖାଳ, ଜଣାଇଲେ ଶୁଭକାମନା
- Hits: 707