ଭଦ୍ରକ,(ସୀତାକାନ୍ତ ପାଢ଼ୀ):କିଛି ଦିନ ହେବ ସାରା ଓଡିଶା ରେ ଲାଗି ରହିଛି ରାଜନୀତିକ ହିଂସା, କେଉଁଠି ବିଧାୟକ ଜନତା ଙ୍କ ଉପରେ ଗାଡି ଚଢେଇ ଦେଲେଣି ତ କୋଉଠି ସରପଞ୍ଚ ଲୋକଙ୍କୁ ପିଟିବା ଆରମ୍ଭ କଲେଣି, ଏମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିନୋବାଭାବେନଗର ପଂଚାୟତ ର ସରପଞ୍ଚ ଆଦିତ୍ୟ କୁମାର ଗିରି ସରକାରୀ ଚାଉଳ ବଣ୍ଟା କୁ ନେଇ ମାଡ଼ ମାରିବା ଘଟଣା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଭିଡ଼ିଓ ରେ ଅନେକ ବୃଦ୍ଧ ଓ ଛୋଟ ପିଲା ଉପସ୍ଥିତ ଙ୍କ ସାମ୍ନାରେ ମାଡ଼ ମାରୁଥିବା ଦେଖିବାକୁ ମିଳିଛି, ଏନେଇ କସିଆ ମେରାଇନ ଥାନାରେ case no 30/2022ରେipc ଧାରା 307,341,323,379,427,506,34ରେ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି l
ରାଜ୍ୟ
ସରପଞ୍ଚ ଙ୍କ ଦବଙ୍ଗ ଗିରି, ଭିଡ଼ିଓ ହେଲା ଭାଇରାଲ
- Hits: 518