ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସେରପୁରୁ ଗ୍ରାମର ଜନନୀ ସୁରକ୍ଷା ଯୋଜନା ଫେଲ୍ | ଚୁଳିକି ଯାଇଛି 102 ଓ 108 ସେବା | ଖବର ଦେଇ ଆମ୍ବୁଲାନ୍ସ ନଆସିବାରୁ ଟ୍ରଲିରେ ବୁହାହେଲେ ଗର୍ଭବତୀ | ବାଟରେ ହେଲା ପ୍ରସବ | ଗର୍ଭବତୀଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଗଲା,| ମାଆ ଓ ଶିଶୁ ସଂକଟାପନ୍ନ ଅବସ୍ଥାରେ ଥିବା ବେଳେ ସେମାନଙ୍କ ଚିକିତ୍ସା ଚାଲିଛି |
ରାଜ୍ୟ
୧୦୨-୧୦୮ ଚୁଲୀକୁ ଯାଉ , ଟ୍ରଲିରେ ବୁହାହେଲେ, ରାସ୍ତାରେ ପ୍ରସବ କଲେ
- Hits: 467