ହେଡଲାଇନସ୍:

କେବଳ ଗୋଟିଏ ମାତ୍ର ଭୋଟ ରେ ହାରଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଗଲପୁର/ ଗୁରୁଶଙ୍କର ପାଇକ : ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ବାବୁ ଫାସଡ୍ ପଞ୍ଚାୟତ ର ସରପଞ୍ଚ ପ୍ରାର୍ଥୀନୀ ଜୟନ୍ତୀ ସେଠ୍ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଳାସିନୀ ସେଠ୍ ଙ୍କ ଠାରୁ ମାତ୍ର ୧ ଟି ଭୋଟ ରେ ଜିତିଛନ୍ତି | ତା ୨୬/୨/୨୦୨୨ ରେ ଆଗଲପୁର ବ୍ଲକ କାର୍ଯ୍ୟାଳୟ ଠାରେ ବାବୁ ଫାସ ଡ୍ ପଞ୍ଚାୟତ ର ସରପଞ୍ଚ ଭୋଟ ଗଣତି ସମୟରେ ମୋଟ ଛ ଜଣ ପ୍ରତିଦ୍ବନ୍ଦୀ ଙ୍କ ମଧ୍ୟରୁ ଦୁଇ ଜଣ ପାଇଥିବା ଭୋଟ ମଧ୍ୟ ରେ କେବଳ ଗୋଟିଏ ମାତ୍ର ଭୋଟ ର ବ୍ୟବଧାନ ରହିଥିବା ଜଣା ପଡ଼ିବା ପାରେ ଉପରୋକ୍ତ ଦୁଇ ଜଣଙ୍କ ଭୋଟ ପୁନଃଗଣନା କରାଯାଇଥିଲା | ପୁନଃ ଗଣତି ପରେ ମଧ୍ୟ ସେହି ସମାନ ଫଳା ଫଳ ଆସିଥିଲା ତେବେ ଏହି ଗ୍ରାମ ପଞ୍ଚାୟତ ର ବିଜୟୀ ପ୍ରାର୍ଥୀନି ଜୟନ୍ତୀ ସେଠ୍ ୧୦୨୭ ଟି ଭୋଟ ପାଇ ଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଳାସିନୀ ସେଠ୍ ଙ୍କୁ ମିଳିଛି ୧୦୨୬ ଟି ଭୋଟ ଏହାକୁ ନେଇ ପ୍ରାର୍ଥୀନୀ ଓ ଅଞ୍ଚଳ ବାସୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିିଛି |

0
0
0
s2sdefault