ହେଡଲାଇନସ୍:

ବାସୁଦେବପୁରରେ ଭୋଟ ଗଣତି : ୧୭ ନମ୍ବର ଜିଲ୍ଲା ପରିଷଦ ଜୋନକୁ ହାତେଇ ନେଲା ବିଜେଡ଼ି ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର: ପ୍ରତାପ ପାଢ଼ୀ: ବାସୁଦେବପୁର ରେ ପଞ୍ଚାୟତ ସମିତି ନିର୍ବାଚନ ପାଇଁ ଭୋଟ ଗଣତି ର ଦ୍ଵିତୀୟ ଦିନରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଆଜି ବାସୁଦେବପୁର ରେ ଜିଲ୍ଲା ପରିଷଦଜୋନ୍ ନୋ ୧୮ ଓ ୧୯ ପାଇଁ ଭୋଟ ଗଣତି ଆରମ୍ଭ ହୋଇ ଥିବା ବେଳେ ଉକ୍ତ ଜୋନ୍ ମଧ୍ୟ ରେ ଆସୁ ଥିବା ସମସ୍ତପଞ୍ଚାୟତ ର ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କ ଙ୍କ ର ମଧ୍ୟ ଭୋଟ ଗଣତି ଆରମ୍ଭ ହୋଇ ଯାଇଛି। ଭୋଟ ଗଣତି ପ୍ରକ୍ରିୟା ର ପ୍ରଥମ ଦିନ ରେ ହୋଇ ଥିବା ଗଣତି ରେ ୧୭ ନମ୍ବର ଜିଲ୍ଲା ପରିଷଦ ଜୋନ କୁ ବିଜେଡ଼ି ହାତେଇ ନେଇଛି।

0
0
0
s2sdefault