ହେଡଲାଇନସ୍:

ଅନ୍ତେବାସୀଙ୍କ ଗହଣରେ ପୁଅର ଜନ୍ମଦିନ ପାଳନ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର(ଶାସକପ୍ରଶାସକ)-ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁ ର ଯୁବ ସାମ୍ବାଦିକ ରିଙ୍କୁ ଦେବତା ଓ ତାଙ୍କ ପତ୍ନୀ ଶ୍ରୀମତି ଲିଜି ମହାପାତ୍ର ନିଜ ସହ ପରିବାର ଙ୍କ ସହ ଉପସ୍ଥିତ ରହି ତାଙ୍କ ୩ବର୍ଷର ପୁଅ ଇଶାନ୍ତ ଦେବତା ଙ୍କ ଜନ୍ମଦିନ ନିଆରା ଢଙ୍ଗରେ ବିଜେପୁର ବ୍ଳକ ଅନ୍ତର୍ଗତ ପାର୍ବତୀଗିରୀ ବୃଦ୍ଧାଶ୍ରମ ର ଅନ୍ତେବାସୀ, ସଭ୍ଯ ସମାଜ ଯାହାଙ୍କୁ ଅସହାୟ କହୁଛି ତାଙ୍କ ଗହଣରେ କେକ୍ କାଟି ପାଳନ କରିଛନ୍ତି। ଅନ୍ତେବାସୀ ଙ୍କୁ କିଛି ଫଲ,ମିଠା, ବିସ୍କୁଟ ଓ ମାକ୍ସ ଆଦି ବଣ୍ଟନ କରି ଖୁସି ଅନୁଭବ କରିଥିଲେ। ଅନ୍ତେବାସୀ ମାନେ ମଧ୍ୟ ପୁଅ ଇଶାନ୍ତ କୁ ଜନ୍ମ ଦିନ ଶୁଭେଚ୍ଛା ଜଣାଇ ,ଆଶ୍ରିବାଦ କରି ଦୀର୍ଘାୟୁ କାମନା କରିଥିଲେ।

0
0
0
s2sdefault