ହେଡଲାଇନସ୍:

ଆଭାସୀ ବାଳ ମୁକୁନ୍ଦରେ "ନବଧା ଭକ୍ତି" କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଭାସୀ ବାଳ ମୁକୁନ୍ଦ ଅପରାହ୍ନ କାର୍ଯ୍ୟକ୍ରମରେ ଇଂରାଜୀ ନୂତନ ବର୍ଷ ଆଗମନ ଅବସରରେ "ନବଧା ଭକ୍ତି" ସହିତ ଶ୍ରମଦ ଭଗବତ୍ ଗୀତା ବିଷୟରେ ପ୍ରଧାନ ଆଚାର୍ଯ୍ୟ ସ୍ୱାମୀ ନିଗମାନନ୍ଦ ଜୀ ପିଲାମାନଙ୍କୁ ବୁଝାଇଥିଲେ। ପରେ ଭଜନ କାର୍ଯ୍ୟକ୍ରମରେ ଅନନ୍ୟା ଭୂୟାଁ , ଦିବ୍ୟଂଶି ମିଶ୍ର , ଅନନ୍ୟା ବିଷୋଇ , ପ୍ରଣତି , ପ୍ରଜ୍ୟୋତି ଏବଂ ଚିନ୍ମୟ ମିଶନ ବାଳବିହାରର ପିଲାମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ପରିଚାଳନା କରିଥିବା ସହ ସ୍ୱାମୀ ମୁକୁନ୍ଦାନନ୍ଦ ଜୀଙ୍କ ପାରଳାଖେମୁଣ୍ଡି ଗସ୍ତ ସମ୍ପର୍କରେ ସୂଚନା ଦେଇଥିଲେ l

0
0
0
s2sdefault