ନିଶ୍ଚିନ୍ତକୋଇଲି: କଟକ ସଦର ନିର୍ବାଚନ ନିର୍ବାଚନ ମଣ୍ଡଳୀ ତଥା ନିଶ୍ଚିନ୍ତକୋଇଲି ବ୍ଲକ ମାଣପୁର ଗ୍ରାମପଂଚାୟତ ବିଜେଡି ଯୁବନେତା ତଥା ନିଶ୍ଚିନ୍ତକୋଇଲି ବ୍ଲକ ସାଧାରଣ ସମ୍ପାଦକ ବୈକୁଣ୍ଠ ମଲିକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡିର ସାଧାରଣ ସମ୍ପାଦକ ରୂପେ ବୈକୁଣ୍ଠ ମଲିକ କାର୍ଯ୍ୟକରି ଆସୁୂଥିଲେ । ଦଳ ବିରୋଧି କାର୍ଯ୍ୟ ନିମନ୍ତେ ତାଙ୍କୁ ନିଲମ୍ବିତ କରାଯାଇଥିବାର ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି ଏକ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି ।
ନିଶ୍ଚିନ୍ତକୋଇଲି ବ୍ଲକ ଦାଉଦପୁର ଗ୍ରାମପଂଚାୟତର ସମସ୍ତ ଜନସାଧାରଣ ଙ୍କୁ ଇଂରାଜୀ ନବବର୍ଷ ୨୦୨୨ ର ଶୁଭେଚ୍ଛା ଓ ଅଭିନନ୍ଦନ ।
ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ସମସ୍ତ ଜନସାଧାରଣ ଙ୍କୁ ନୂତନ ବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା , ଜୟ ଜଗନ୍ନାଥ
ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ସମସ୍ତ ଜନସାଧାରଣ ଙ୍କୁ ନୂତନ ବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ।
