ହେଡଲାଇନସ୍:

ବିଦାୟୀ ଡିଜିପି ଅଭୟଙ୍କୁ ନୂତନ ନିଯୁକ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) ବିଦାୟୀ ଡିଜିପି ଶ୍ରୀ ଅଭୟଙ୍କୁ ନୂତନ ନିଯୁକ୍ତି ପ୍ରଦାନ କରିଛନ୍ତି ସରକାର, ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ | ଡିଜିପି ପଦରୁ ଅବସର ନେବାର କିଛି ଘଣ୍ଟା ମଧ୍ୟରେ ଶ୍ରୀ ଅଭୟଙ୍କୁ ମିଳିଛି ନୂଆ ନିଯୁକ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ନାର୍କୋଟିକ୍ ଡ୍ରଗସ୍ ସମ୍ପର୍କିତ ରାଜ୍ୟ ଟାକ୍ସଫୋର୍ସର ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରିଛନ୍ତି । ଏହି ନିଯୁକ୍ତି ସହ ତାଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟାପ୍ରଦାନ କରାଯାଇଥିବା ଆଜି ସଂଧ୍ୟାରେ ବିଧିବଦ୍ଧ ବିଜ୍ଞପ୍ତିରେ ଦର୍ଶାଯାଇଛି |
ସୂଚନାଯୋଗ୍ୟ ଯେ ଶ୍ରୀ ଅଭୟଙ୍କ ଜାଗାରେ ନୂଆ ଡିଜିପି ଦାୟିତ୍ୱ ନେଇଛନ୍ତି ସୁନୀଲ ବଂଶଲ ।

0
0
0
s2sdefault