ହେଡଲାଇନସ୍:

ବିଧାୟକ କିଶୋର ମହାନ୍ତିଙ୍କୁ ସୋହେଲା ଓକିଲ ସଂଘର ଶ୍ରଦ୍ଧାଞ୍ଜଳି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୋହେଲା(ଶାସକ ପ୍ରଶାସକ)-ଆଜି ସୋହେଲା ଓକିଲ ସଂଘ କାର୍ଯ୍ୟାଳୟରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘର ସଭାପତି ଅଶୋକ ବାରିକ ସଭାପତିତ୍ୱ କରିଥଲେ । ସମ୍ପାଦକ ରୋହିତ ଦେବତା ସ୍ବର୍ଗତ ମହାନ୍ତିଙ୍କ ସ୍ମୃତି ଚାରଣ କରିଥିଲେ । ସ୍ବର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିକ୍ରମ କେଶରୀ ପଧାନ,ବିଭୁତି ପଧାନ,ଜୟନ୍ତ ପାତ୍ର, କ୍ଷମାନିଧି ନାୟକ,ବିକାଶ ଭୋଇ,ଭୁବନେଶ୍ୱର ବାରିକ,ରବୀନ୍ଦ୍ର ସାହୁ,ସୁନୀଲ ଅଗ୍ରୱାଲ, ଜୟନ୍ତ ଆଚାର୍ଯ୍ୟ, ଗୋଲକ ଗୁଣ୍ଡି ପ୍ରମୁଖ ଯୋଗ ଦେଇଥିଲେ ।

0
0
0
s2sdefault