ହେଡଲାଇନସ୍:

ମଣ୍ଡୋସିଲ ଜନ ଆରୋଗ୍ୟ ସମିତିର ବୈଠକ।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ମଣ୍ଡୋସିଲ ଜନ ଆରୋଗ୍ୟ ସମିତିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ପରିଷଦ ସଦସ୍ୟ ତଥା ଜନ ଆରୋଗ୍ୟ ସମିତି ର ଚେୟାରମେନ ବିଶ୍ଵନାଥ ବାଗ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆର୍ଥିକ ପାଣ୍ଠିର ସତ୍ ବିନିଯୋଗ କରିବା,ଜିଲ୍ଲା ପରିଷଦ ପାଣ୍ଠିରେ ଶୌଚାଲୟ ନିର୍ମାଣ,ଡାକ୍ତରଖାନାକୁ ସୌନ୍ଦଜିକରଣ କରିବା ଆଦି ଉପରେ ଆଲୋଚନା କରାଯାଇଥିଲା।ଏହି ବୈଠକରେ ବୁକ୍ରାମୁଣ୍ଡା ସି.ଏଚ.ସି ଇନ୍ ଚାର୍ଜ ସୌମ୍ୟରଞ୍ଜନ ଦାସ,ଆୟୁଷ ଡା:ଅନିତା ମିଶ୍ର, ପି.କେ.ଭଦ୍ର,ଆଇ.ସି.ଡି.ଏସ ସୁପରଭାଇଜର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

0
0
0
s2sdefault