ହେଡଲାଇନସ୍:

ପାଇକମାଳ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଚୁଡାନ୍ତ ପର୍ଯ୍ୟାୟରେ: ୨୯ ରେ ହେବ ଉଦଘାଟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ : ଶିକ୍ଷାର ମାନ ବୃଦ୍ଧି ସହିତ ବିଦ୍ୟାଳୟ ଗୁଡିକୁ ଆକର୍ଷଣୀୟ କରିବା ପାଇଁ ସରକାର ଇତି ମଧ୍ୟରେ କିଛି ସ୍କୁଲ ର ୫-ଟି ଯୋଜନାରେ ରୂପାନ୍ତରିତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କ୍ରମରେ ପାଇକମାଲ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପର୍ଯୟରେ ପହଂଚି ଗଲାଣି । ଗୁରୁବାର ୫-ଟିର ଭିଡିଓ ସୁଟିଙ୍ଗ କାର୍ଯ୍ୟକ୍ରମ ପାଇକମାଳ ବିଡିଓ ଉପାଞ୍ଜଳୀ ମାଝି ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ , ଅନିଲ କୁମାର କାଲିଆ, କୁସୁମ ରାଓ, ପ୍ରଫୁଲ କୁମାର ପାଣିଗ୍ରାହୀ, ମମତା ବରିହା, ଯୋଗଦାନ କରିଥିଲେ । ପ୍ରଧାନ ଶିକ୍ଷକ ଦ୍ବାଦଶ କୁମାର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପାଇକମାଳ ବ୍ଲକ୍ ର ଏକ ମାତ୍ର ରୂପାନ୍ତରିତ ପାଇକମାଳ ହାଇସ୍କୁଲ କୁ ଆସନ୍ତା ୨୯ ରେ ହେବ ଉଦଘାଟନ କରାଯିବ ବୋଲି ବିଡିଓ ଶୁସ୍ରୀ ମାଝି କହିଛନ୍ତି । ଶିକ୍ଷକ ତ୍ରିଲୋଚନ ନାୟକ ଧନ୍ୟବାଦ ଦେଇଥିଲେ ।

0
0
0
s2sdefault