ହେଡଲାଇନସ୍:

ନୂଆପଡା ଜିଲ୍ଲାପାଳ କଲେ ଆବାସିକ ବିଦ୍ୟାଳୟ ପରିସ୍ଥିତି ଅନୁଧ୍ୟାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ରେ ଆଗାମୀ ଦିନରେ ସ୍କୁଲ ଖୋଲିବା ସହ ଉପଯୁକ୍ତ ଆବାସିକ ବିଦ୍ୟାଳୟ ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ସ୍ବାଧାଦେଵ ସିଂ ସମୀକ୍ଷା କରିଛନ୍ତି | ଏହାସହ ବିଦ୍ୟାଳୟର ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି। ସମସ୍ତ ବ୍ୟବସ୍ଥାରେ ସୁଧାର ଆଣିବା ସହ ଆଵଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

0
0
0
s2sdefault