ହେଡଲାଇନସ୍:

ଓଡିଶା କନିଷ୍ଠ ଶିକ୍ଷକ ସଂଘ ନୂଆପଡା ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରିତୋଷିକ ବୃଦ୍ଧି ଏବଂ ୨୦୧୩ ଚୁକ୍ତି ନିୟମାବଳୀ ରେ ଅନ୍ତର୍ଭୁକ୍ତ କରିବାକୁ ଦାବି 

ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା ସଦର ମହକୁମା ଠାରେ ଓଡିଶା କନିଷ୍ଠ ଶିକ୍ଷକ ସଂଘ ନୂଆପଡା ପକ୍ଷରୁ ପାରିତୋଷିକ ବୃଦ୍ଧି ଏବଂ ୨୦୧୩ ଚୁକ୍ତି ନିୟମାବଳୀ ରେ ଅନ୍ତର୍ଭୁକ୍ତ କରିବାକୁ ଦାବିରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାକରିଛନ୍ତି। କନିଷ୍ଠ ଶିକ୍ଷକ ମାନେ ମଧ୍ୟ ସମାନ ଦାୟିତ୍ବ ସମ୍ପାଦନ କରୁଛନ୍ତି। ଚୁକ୍ତି ଭିତ୍ତିକ ନିଯୁକ୍ତି କରିବା ପାଇଁ ଦାବି କରିଛନ୍ତି। 

0
0
0
s2sdefault