ନୂଆଦିଲ୍ଲୀ : କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଆଉ ତିନି ପ୍ରତିଶତ ମହଙ୍ଗା ଭତ୍ତା ବଢ଼ାଇଛନ୍ତି । ଏହା ଜୁଲାଇ 1, 2021ରୁ ଲାଗୁ ହେବ । ଏହାଦ୍ୱାରା 47.14 ଲକ୍ଷ କେନ୍ଦ୍ର ସରକାରି କର୍ମଚାରୀ ଓ 68.62 ଲକ୍ଷ ପେନସନ ଭୋଗି ଉପକୃତ ହେବେ । କେନ୍ଦ୍ର କ୍ୟାବିନେଟ ଏନେଇ ମଞ୍ଜୁରୀ ଦେଇଛନ୍ତି । ଏହାଦ୍ୱାରା ରାଜକୋଷ ଉପରେ 9884.7 କୋଟି ଟଙ୍କାର ଭାର ପଡିବ ।
ରାଜ୍ୟ
ଆଉ ତିନି ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା
- Hits: 827