ବୋଲଗଡ଼ରେ କେନ୍ଦ୍ର ସରକାରଙ୍କଦ୍ଵାରା ପ୍ରବର୍ତ୍ତିତ ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ବନ୍ଦ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୋଲଗଡ଼ ରୁ ପଞ୍ଚାନନ ସ୍ଵାଇଁ: ଆଜି ବୋଲଗଡ଼ ଗୋପବନ୍ଧୁ ଛକ ତହସିଲ ଅଫିସ ସମ୍ମୁଖରେ ସଂଯୁକ୍ତ କିଷାନମୋର୍ଚ୍ଚା ଆହ୍ଵାନରେ କେନ୍ଦ୍ର ସରକାରଙ୍କଦ୍ଵାରା ପ୍ରବର୍ତ୍ତିତ ୩କୃଷି ଆଇନ ପ୍ରତ୍ୟାହାର ଦାବିରେ ବନ୍ଦ ପାଳିତ ହୋଇଯାଇଛି | କୃଷକ ସଂଗଠନ ତରଫରୁ ଖୋର୍ଦ୍ଧା ବଲାଙ୍ଗିର ଜାତୀୟ ରାଜପଥକୁ ଦିବା ୧୦ଘଟିକା ଠାରୁ କିଛି ସମୟ ପାଇଁ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା।ଏଥିରେ କୃଷକ ସମୁଦାୟଙ୍କ ଦାବିକୁ ମାନିନେବାକୁ ସଂଗଠନ ତରଫରୁ ଦାବି କରାଯାଇଥିଲା । ପରେ କଂଗ୍ରେସ କର୍ମମାନେ ଯୋଗଦେଇଥିଲେ ଏହି ଆନ୍ଦୋଳନରେ | କିଛି ସମୟ ପରେ ରାସ୍ତା ସ୍ୱଭାବିକ ହୋଇଥିଲା ।

0
0
0
s2sdefault