ହେଡଲାଇନସ୍:

ସି.ଏସ.ସି ଗୋପାଳପୁର ପକ୍ଷରୁ ଆର୍ ପି ଏଲ୍ ଦକ୍ଷତା ବିକାଶ ଯୋଜନାରେ କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୟାଗଡ଼(ବିଶ୍ୱଜିତ ନାୟକ) - ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଏମ୍.ଆଇ.ସି.ଟି କମ୍ପ୍ୟୁଟର ସ୍ଥିତ ସି. ଏସ.ସି. ଗୋପାଳପୁର ପକ୍ଷରୁ ପ୍ରଧାମନ୍ତ୍ରୀ କୌଶଳ ବିକାଶ ଯୋଜନାର ଆର୍.ପି.ଏଲ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇ ଥିଲା ।
ଏଥିରେ ଅତିଥି ଭାବରେ ସି.ଏସ.ସି ଡ଼ି.ଏମ୍. ଶ୍ରୀଯୁକ୍ତ ହିମାଂଶୁ ଶେଖର ସାମଲ ଏବଂ ଏମ୍.ଆଇ.ସି.ଟି ର ନିୟନ୍ତ୍ରକ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ନନ୍ଦ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କରିବା ସହିତ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସି.ଏସ.ସି ର ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ବିଭୁପ୍ରସାଦ ନନ୍ଦ ସହଯୋଗ କରିବାସହିତ ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ କରି ସଭା ସମାପ୍ତ କରିଥିଲେ ।

0
0
0
s2sdefault