ହେଡଲାଇନସ୍:

ପୋଲ ଧସିଯିବାରୁ ମାଲବାହି ଟ୍ରେନ ଲାଇନଚ୍ୟୁତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅନୁଗୋଳ  : ପୋଲ ଧସିଯିବାରୁ  ମାଲବାହି ଟ୍ରେନ ଲାଇନଚ୍ୟୁତ । ଅନୁଗୁଳ, ଭୋଗବେରଣୀ ଠାରେ ଦୂର୍ଘଟଣା ।  ଟ୍ରେନଟି ଗହମ ବୋଝେଇ ହୋଇ ଯାଉଥିଲା | କେହି ମୃତାହତ ହୋଇନଥିବା ସୂଚନା ଅଛି । ଘଟଣାସ୍ଥଳରେ ରେଳବାଇ କର୍ମଚାରୀ ପହଂଚି ମରାମତି ଓ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି | ଏଥିପାଇଁ ଏହି ରାସ୍ତା ଦେଇ ଟ୍ରେନ ଯତାୟତକୁ ବାତିଲ କରିଛି ପୂର୍ବତଟ ରେଳବାଇ |

0
0
0
s2sdefault