ହେଡଲାଇନସ୍:

ଦ୍ଵିତୀୟ ପର୍ଯ୍ୟାୟ U.G. ନାମଲେଖା ପ୍ରକ୍ରିୟା ଅକ୍ଟୋବର ଶେଷଆଡକୁ ବା ପରୀକ୍ଷା ଫଳ ବାହାରିବା ପରେ : ଅରୁଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ (ଯୁକ୍ତଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷ୍ୟା) ସ୍ୱତନ୍ତ୍ର ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗ ଦ୍ଵିତୀୟ ପର୍ଯ୍ୟାୟ U.G. ନାମଲେଖା ପ୍ରକ୍ରିୟା ଅକ୍ରବାର ମାସ ଶେଷରେ କିମ୍ବା ଉପରୋକ୍ତ ପରୀକ୍ଷା ଫଳ ପ୍ରକାଶିତ ହେବାପରେ ଆରମ୍ଭ କରାଯିବ । ଏହି ସ୍ୱତନ୍ତ୍ର ପରୀକ୍ଷାରେ ଉତ୍ତୀର୍ଣ ଛାତ୍ରଛାତ୍ରୀମାନେ SAMS ପୋର୍ଟାଲରେ (Common Application Form) ପୁରଣ କରି ନାମଲେଖା ପ୍ରକ୍ରିୟାରେ ଭାଗ ନେଇ ପାରିବେ ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି |

0
0
0
s2sdefault