କରୋନା ପାଇଁ ଦି ଦି ଥର ବାତିଲ ହେଵା ପରେ ପୁଣି ଘୋଷଣା ହେଲା ପିପିଲି ଉପନିର୍ବାଚନ | ସେପ୍ଟେମ୍ବର ୩୦ରେ ଭୋଟ ଓ ସେପ୍ଟେମ୍ବର ୧୩ରୁ ଆରଂଭ ହେବ ନାମାଙ୍କନ| ୧୬ ସୁଦ୍ଧା ସରିବ ନାମାଙ୍କନ ଓ ପ୍ରାର୍ଥୀ ପ୍ରତ୍ୟାହାର | ଅକ୍ଟୋବର ୩ ତାରିଖରେ ଗଣତି ହେବ |
ରାଜ୍ୟ
ପୁଣି ଦୁଲୁକିବ ପିପିଲି : ସେପ୍ଟେମ୍ବର ୩୦ରେ ଭୋଟ
- Hits: 442











