ଟୋକିଓ ଅଲିମ୍ପିକ ଗେମ୍ସରେ ବ୍ରୋଞ୍ଜ ପଦକ ହାସଲ କରି ଭାରତ ପାଇଁ ଆଉ ଏକ ଗୌରବ ଆଣିଛନ୍ତି ବ୍ୟାଡମିଣ୍ଟନ ସେନ୍ସେସନ ପିଭି ସିନ୍ଧୁ | ସେ ସିଧାସଳଖ ଗେମରେ ହେ ବିଙ୍ଗ ଜିଆଓଙ୍କୁ ପରାସ୍ତ କରି ଜିତିଛନ୍ତି ଏହି ପଦକ |ରବିବାର ଦିନ ପିଭି ସିନ୍ଧୁ ଇତିହାସ ରଚନା କରି ବ୍ରୋଞ୍ଜ ପଦକ ପାଇଁ ଅନୁଷ୍ଠିତ ମ୍ୟାଚରେ ସିନ୍ଧୁ ଜିଆଓଙ୍କୁ 21-13 ଏବଂ 21-15 ରେ ପରାସ୍ତ କରିଥିଲେ |
\








