ଖେତପଡ଼ା ଠାରେ ୭୨ ତମ ବନମହୋତ୍ସବ ସପ୍ତାହ ପାଳିତ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ନୂଆଗାଁ/ ସୁବ୍ରତ ପରିଡା: ନୟାଗଡ ବନାଞ୍ଚଳ ଅଧିନରେ ଥିବା  ଖେତପଡ଼ା ଠାରେ ୭୨ ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଏ ସି ଏଫ୍ ଓ ଅରବିନ୍ଦ ମହାନ୍ତି,ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ , ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ସ୍ବାଇଁ,ଫରେଷ୍ଟର ସୁମିତ୍ରା ମିଶ୍ର,ଫରେଷ୍ଟ ଗାର୍ଡ ରଶ୍ମିତା ବେହେରା , ମାଳି ସାହି ସରପଞ୍ଚ ପର୍ଶୁରାମ ସ୍ୱାଇଁ,ସମିତି ସଭ୍ୟ ଦୀପକ୍ କୁମାର ପ୍ରଧାନ, ଶ୍ରଦ୍ଧାପ୍ ବେହେରା,ଜଙ୍ଗଲ କମିଟି ସଭାପତି ଅଭୟ କୁମାର ପ୍ରଧାନ,ଗ୍ରାମ ସଭାପତି ପ୍ରମୋଦ କୁମାର ପ୍ରଧାନ ଏବଂ ଯୁଗଳ କିଶୋର ସାହୁ ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ।

0
0
0
s2sdefault