ଭଦ୍ରକ/ସୀତାକାନ୍ତ ପାଢ଼ୀ; ଭଦ୍ରକ ଜିଲ୍ଲା ଚାନ୍ଦବାଲି ମୁଖ୍ୟରାସ୍ତା ଚାନ୍ଦବାଲି କଲେଜ ଛକ ନିକଟରେ ଏକ କଣ୍ଟେନର ଭାରସ୍ୟମ ହରାଇ ମୁଖ୍ୟ ରାସ୍ତା ନିକଟରେ ଥିବା ଏକ ପୋଖରୀ ମଧ୍ୟ୍ୟକୁ ଓଲଟି ପଡିଛି l ସକାଳ ପ୍ରାୟ ସାଢ଼େ ୪ଟା ବେଳେ ଚାଳକଙ୍କ ଆଖି ଲାଗିଯାଇ ଥିବାରୁ। ଚାଳକ ଭାରସ୍ୟମ ହରାଇ ଥିଲେ, ଏଥିନେଇ ଗାଡିଟି ପୋଖରୀ ଭିତରକୁ ଓଲଟି ପଡିଥିଲା l ସ୍ଥାନୀୟ ବାସୀ ପୋଲିସକୁ ଖବର ଦେବା ସହ ଚାଳକ ଓ ହେଲ୍ପରଙ୍କୁ ଉଦ୍ଧାର କରି ଭଦ୍ରକ ଜିଲା ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି କଣ୍ଟେନର ଟି ଚାନ୍ଦବାଲି ରୁ ପାରାଦୀପକୁ ଯାଉଥିବା ଜଣାଯାଇଛି ।
ରାଜ୍ୟ
ଭଦ୍ରକ ; ପୋଖରୀକୁ ଓଲଟିଲା କଣ୍ଟେନର, ଚାଳକ ଓ ହେଲ୍ପର ଗୁରୁତର !
- Hits: 274