ହେଡଲାଇନସ୍:

ବାଚସ୍ପତି ବହିଷ୍କୃତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର(ସନ୍ତୋଷ କୁମାର ଠାକୁର ): ବଲାଙ୍ଗିର ପାଟଣାଗଡର ପୂର୍ବତନ ଏସଡିଏମଓଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଦୁର୍ନୀତି ଓ ବେଆଇନ କାର୍ଯ୍ୟ ଅଭିଯୋଗରେ ବାଚସ୍ପତି ଦାସ ବହିଷ୍କୃତ ହୋଇଛନ୍ତି । ଖବର ଅନୁସାରେ, ପୁରୀ ଜିଲ୍ଲା ଗୋପରେ ଗର୍ଭ ନିରୂପଣ ଆଇନ ଉଲ୍ଲଙ୍ଘନ କରିଥିବାରୁ ବାଚସ୍ପତିଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ପାଟଣାଗଡରେ ରୋଗୀଙ୍କଠାରୁ ବାଚସ୍ପତି ଲାଞ୍ଚ ନେବାର ଭିଡିଓ ଭାଇରାଲ ହୋଇଥିଲା । ଭାଇରାଲ ଭିଡିଓକୁ ଦୃଷ୍ଟିରେ ରଖି ପୂର୍ବତନ ଏସଡିଏମଓ ବାଚସ୍ପତି ଦାସଙ୍କୁ ବହିଷ୍କାର କରାଯାଇଛି ।

0
0
0
s2sdefault