ହେଡଲାଇନସ୍:

ଜିଲ୍ଲାପାଳଙ୍କ ଅଚାନକ ପାଇକମାଲ ଡାକ୍ତରଖାନା ଗସ୍ତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ଆଜି ଅଚାନକ ବୁକୁରାମୁଣ୍ଡା ଓ ପାଇକମାଲ ଡାକ୍ତରଖାନା ଗସ୍ତ କରି  ସ୍ୱାସ୍ଥ୍ୟ ବିଭାଗ ର ଅଧିକାରୀ ତଥା କର୍ମଚାରୀ ମାନଙ୍କର ସହିତ କୋବିଡ଼ ସଂକ୍ରମଣ , କୋବିଡ଼ ପରିଚାଳନା ବାବଦରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କର ସହିତ ଆଲୋଚନା କରିବା ସହିତ ଅନେକ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ସହିତ ପାଇକମାଲ ବିଡ଼ିଓ ଶ୍ରୀ ସୁରେନ୍ଦ୍ର ମେହେର , ତହସିଲଦାର ଶ୍ରୀ ମନୋଜ ମେହେର ଉପସ୍ଥିତ ଥିଲେ ।

0
0
0
s2sdefault