ଭୁବନେଶ୍ୱର : ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ ନାୟକଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଶ୍ରୀ ନାୟକଙ୍କୁ ନିଜର ବର୍ତ୍ତମାନ ଦାୟିତ୍ୱ ସହ ରାଜ୍ୟ ଗୃହ ନିର୍ମାଣ ସଂସ୍ଥା( ଓଡିଶା ଷ୍ଟେଟ ହାଉସିଂ ବୋର୍ଡର ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଅନ୍ୟାଦେଶ ବା ନିୟମିତ ଅଧିକାରୀ ନିଯୁକ୍ତି ହେବା ଯାଏ ପୌର ନିର୍ଦ୍ଦେଶକ ଶ୍ରୀ ନାୟକ ଏହି ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ ।
ରାଜ୍ୟ
ପୌର ପ୍ରଶାସନ ନିର୍ଦ୍ଦେଶକଙ୍କୁ ଅତିରିକ୍ତ ଦାୟିତ୍ୱ
- Hits: 479
