ହେଡଲାଇନସ୍:

କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

27-06-18-nila.jpg - 72.97 kB

ପଦ୍ମପୁର/ନୀଳ ଦୀପ : ଜୟ ଛତ୍ରପତି ମଣିମା ଡୁଙ୍ଗୀଚୁହାନ ଲକ୍ଷେଘର ଗଣ୍ଡା ସମାଜର କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଶ୍ରୀ ନୃସିଂହନାଥ ମନ୍ଦିର ସ୍ଥିତ ଦୁର୍ଗାପାଲି ଠାରେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଜାମସେଠ ସରପଞ୍ଚ ରମ୍ଭା ତାଣ୍ଡି ଓ  ପୁରୁଷୋତ୍ତମ ପ୍ରଧାନ,ନୃସିଂହନାଥ ମନ୍ଦିର ଟ୍ରଷ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ  ସାରଥୀ ସୁନା,ପୂଜକ ଯୋଗଦେଇଥିଲେ । ଏଥିରେ ଶରତ ତାଣ୍ଡି,ଦେବାର ,ଛତର,ମୋହନ ଜଗତ,କ୍ଷେତ୍ରି ଲୁହାର,ହେମସାଗର କନ୍ଧେଇ,ଗଣେଶ ବାଗ,ଖର୍ମା ତାଣ୍ଡି,କୃପା ତାଣ୍ଡି,ଲେଖୃ କୁମ୍ଭାର,ଧରମ ତାଣ୍ଡି ଚନ୍ଦ୍ରହାସ ଜାଲ ଓ ଗୋବିନ୍ଦ ସୁନା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଗୋବର୍ଦ୍ଦନ ଛତର ଧନ୍ୟବାଦ ଦେଇଥିଲେ ।

 

0
0
0
s2sdefault