ହେଡଲାଇନସ୍:

ଇଟାମାଟି ଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟଙ୍କୁ ପଦୋନ୍ନତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼ (ବିଶ୍ୱଜିତ ନାୟକ) - ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟଙ୍କୁ ଆଜି ପଦୋନ୍ନତି ମିଳିଛି। ଶ୍ରୀ ଖଣ୍ଡାୟତରାୟଙ୍କୁ ଏସଆଇରୁ ଆଇଆଇସି ପାହ୍ୟାକୁ ପଦୋନ୍ନତି କରାଯାଇଛି । ଅତୀତରେ ଗଣିଆ ଥାନାରେ କାର୍ଯ୍ୟ  କରୁଥିବା ବେଳେ ଦୀପକ ଖଣ୍ଡାୟତରାୟଙ୍କୁ  ଜିଲ୍ଲାର ଶ୍ରେଷ୍ଠ ଏସଆଇ ପୁରସ୍କାର ପ୍ରଦାନ କରାଯାଇଥିଲା ।  ଶ୍ରୀ ଖଣ୍ଡାୟତରାୟଙ୍କ ପଦୋନ୍ନତି ସହିତ କାଯ୍ୟଭାର ଆଗକୁ ବଢିଯାଇଥିବା ବେଲେ ସରକାର ଆଗକୁ ଯେଉଁ  ଦାୟିତ୍ୱ ଦେବେ ତାକୁ  ସୁଚାରୁରୂପେ  ନିଷ୍ଠାର ସହ ସମ୍ପାଦନ କରିବେ ବୋଲି ଶ୍ରୀ ଖଣ୍ଡାୟତରାୟ କହିଛନ୍ତି ।

 

0
0
0
s2sdefault