ତିନି ଅଙ୍କ ବିଶିଷ୍ଟ ନୂତନ ଆକ୍ରାନ୍ତଙ୍କ ତାଲିକାରେ ୧୮ ଜିଲ୍ଲା
ରାଜ୍ୟରେ ଏଯାବତ ମୋଟ ପଜିଟିଭ ୪୦୭୪୫୭ , ସୁସ୍ଥ ହୋଇସାରିଲେଣି ୩୫୯୪୬୭
ଭୁବନେଶ୍ୱର : ଛ ହଜାର ଉପରେ ଆଜି ବି କରୋନା ରହିଥିବାବେଳେ ଗତକାଲି ତୁଳନାରେ କମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି | କାଲି ୬୬୪୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି(ଗତ ୨୪ ଘଣ୍ଟାଭିତରେ) ଚିହ୍ନଟ ହୋଇଛନ୍ତି ୬୧୧୬ ଜଣ | ସେମାନଙ୍କ ମଧ୍ୟରେ ଲୋକାଲ କଣ୍ଟାକ୍ଟ ହେଉଛନ୍ତି ୨୫୭୦ ଜଣ | ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି ୩୫୪୬ ଜଣ | ଖୋରଧା ଜିଲ୍ଲାରେ ସର୍ବାଧିକ ୮୭୫ ଜଣ ଚିହ୍ନଟ ହୋଇଥିବା ବେଳେ ୭୮୫ ନୂତନ ସଂକ୍ରମିତଙ୍କ ସହ ଦ୍ଵିତୀୟ ସ୍ଥାନରେ ଅଛି ସୁନ୍ଦରଗଡ ଜିଲ୍ଲା | ଶହେରୁ ଅଧିକ ନୂତନ ଆକ୍ରାନ୍ତଙ୍କ ଜିଲ୍ଲା ତାଲିକାରେ ଅଛି ୧୮ ଟି ଜିଲ୍ଲା | ରିପୋର୍ଟ ଅନୁଯାୟୀ ଅନୁଗୁଳ ୧୫୧, ବାଲେଶ୍ୱର ୧୦୨, ବରଗଡ ୨୬୨, ବଲାଙ୍ଗୀର ୧୮୯, କଟକ ୩୪୩, ଗଂଜାମ ୧୩୪, ଯାଜପୁର ୩୨୪, ଝାରସୁଗୁଡା ୨୫୪, କଳାହାଣ୍ଡି ୩୨୧, କେନ୍ଦୁଝର ୧୧୮, ମୟୁରଭଞ୍ଜ ୧୫୮ , ନବରଙ୍ଗପୁର ୩୧୮, ନୂଆପଡା ୪୩୦, ପୁରୀ ୧୮୦, ରାୟଗଡା ୧୦୪ ଓ ସମ୍ବଲପୁର ୨୮୦ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |
Covid-19 Report For 24th April, District Wise Cases:
1. Angul: 151
2. Balasore: 102
3. Bargarh: 262
4. Bhadrak: 87
5. Balangir: 189
6. Boudh: 32
7. Cuttack: 343
8. Deogarh: 39
9. Dhenkanal: 8
10. Gajapati: 78
11. Ganjam: 134
12. Jagatsinghpur: 73
13. Jajpur: 324
14. Jharsuguda: 254
15. Kalahandi: 321
16. Kandhamal: 36
17. Kendrapada: 46
18. Keonjhar: 118
19. Khurda: 875
20. Koraput: 71
21. Malkangiri: 32
22. Mayurbhanj: 158
23. Nawarangpur: 318
24. Nayagarh: 99
25. Nuapada: 430
26. Puri: 180
27. Rayagada: 104
28. Sambalpur: 280
29. Sonepur: 8
30. Sundargarh: 785
31. State Pool: 179
New recoveries: 3464
Cumulative tested: 9878252
Positive: 407457
Recovered: 359467
Active cases: 45949