ହେଡଲାଇନସ୍:

କୋଭିଡ ହିରୋ ଅଭିନେତା ସୋନୁ ସୁଦଙ୍କୁ କରୋନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୁମ୍ବାଇ : କୋଭିଡ ହିରୋ ଅଭିନେତା ସୋନୁ ସୁଦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ନିଜେ ସୋନୁ ଏ ବିଷୟ ନିଜ ଟୁଇଟର ହାଣ୍ଡଲରେ ସୂଚନା ଦେଇଛନ୍ତି | ସେ ଏବେ ସଙ୍ଗରୋଧରେ ଅଛନ୍ତି | ଚିନ୍ତା କରିବାର କୌଣସି କାରଣ ନାହିଁ | ଏବେ ମୋ ପାଖରେ ବହୁତ ସମୟ ରହିବ ଆପଣମାନଙ୍କ ସମସ୍ୟା ଦୂର କରିବା ପାଇଁ | ମନେ ରଖନ୍ତୁ, କୌଣସି ସମୟ ହେଲେ ମୁ ଆପଣମାନଙ୍କ ପାଖରେ ଅଛି" ବୋଲି ନିଜ ଟୁଇଟର ହାଣ୍ଡଲରେ ଉଲ୍ଲେଖ କରିଛନ୍ତି ସୋନୁ |

0
0
0
s2sdefault