ପିପିଲି ଉପନିର୍ବାଚନ ସ୍ଥଗିତ ରହିଲା ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କୁହାଯାହାଇଛି | ପିପିଲି ଉପ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଅକାଳ ବିୟୋଗ ଯୋଗୁ ଏହି ନିର୍ବାଚନ ସ୍ଥଗିତ ରହିଲା ବୋଲି ପୁରୀ ଅତିରିକ୍ତ ଜିଲ୍ଲାପାଲ ସନ୍ଧ୍ୟାରେ ଘୋଷଣା କରିଛନ୍ତି |
ରାଜ୍ୟ
ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ
- Hits: 396