ଝାରସୁଗୁଡ଼ା :(ସୁଭାଷ ସହାରେ) :ପ୍ଥଥମ ଥର ପାଇଁ ଝାରସୁଗୁଡ଼ା ଜିଲ୍ଲାର ଦୁଇଜଣ ଟ୍ରାନ୍ସଜେଣ୍ଡରଙ୍କୁ ମଧୁବାବୁ ପେନସନ ଯୋଜନା ଅନ୍ତର୍ଭୁକ୍ତ କରାଯାଇ ଆର୍ଥିକ ଭତ୍ତା ପ୍ରଦାନ କରାଯାଇଛି। ଉକ୍ତ ଦୁଇଜଣ ହେଲେ ହିର୍ମା ଗ୍ରାମପଞ୍ଚାୟତର କୁମ୍ଭାରୀ ଗ୍ରାମର ବୃନ୍ଦାବନ ଜଗତ ଓ ଲୋଚନ ରୋହିଦାସ। ପ୍ରଥମ ପର୍ଯ୍ୟାୟରେ ତା:15/03/21 ରେ ଏହି ଭତ୍ତା ପ୍ରଦାନ କରାଯାଇଛି। ଏହି ଭତ୍ତା ପ୍ରଦାନ ସମୟରେ ଝାରସୁଗୁଡା ବିଡିଓ ଶ୍ରୀ ପ୍ରସନ୍ନ କୁମାର ପାଣ୍ଡେ, ଏବିଡିଓ ଶ୍ରୀ ଭଜମୋହନ କିସାନ, ବିଏସଏସଓ ଶ୍ରୀମତୀ ମିତାଲି ରଣା ଓ ଅଧ୍ୟକ୍ଷ ଶ୍ରୀ ଦିଗାମ୍ବର ଭୋଇ ଉପସ୍ଥିତ ଥିଲେ।
ରାଜ୍ୟ
ପ୍ରଥମଥର ପାଇଁ ଟ୍ରାନ୍ସଜେଣ୍ଡରଙ୍କୁ ମଧୁବାବୁ ପେନସନ ପ୍ରଦାନ।
- Hits: 453
